shreema channel
shreema channel 's Channel
 
 
 
 
shreema channel
Your channel viewers will see links here, including "subscribe" and "add as friend".
Profile
 
Name
shreema channel
Description

🙏ଜୟ ଜଗନ୍ନାଥ 🙏
ଦର୍ଶକ ବନ୍ଧୁ 🙏 ମୋର ଏହି shreema channel କୁ ଆପଣ ମାନଙ୍କୁ ସ୍ବାଗତ କରୁଚି ଏହି channel ରେ blogging video ସହିତ all type shorts video ଆସିବ ଆପଣଙ୍କୁ ଅନୁରୋଧ channel କୁ ଦେଖିବେ ନିଶ୍ଚୟ।ଭଗବାନ ହେଉଛନ୍ତି ସବୁକିଛି। ମଣିଷ ର ଅଭିନୟ ହେଉଛି ଜୀବନ ସୁଖ ଆଉ ଦୁଃଖ।ମଣିଷ ର ସ୍ନେହ ଆଉ ର୍ସଧା ମଧୁର ସମ୍ପର୍କ । ଜୀବନ ର ପ୍ରକୃତ ତ୍ୟାଗ ଗର୍ବ ଓ ଅହଂକାର। ଜୀବନର ପ୍ରକୃତ ଲକ୍ଷ୍ୟ ପରମାତ୍ମା ଙ୍କ ସତ୍ ଗତି। channel କୁ visit କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କୁ ଆମର ଅନୁରୋଧ channel କୁ like share, subscribe କରିପାଖରେ ଥିବା all notification on କରିଦେଇ ଆପଣଙ୍କର ଉଦାରତା ର ପରିଚୟ ଦେଇଛନ୍ତି। ପୁନର୍ବାର ଆପଣଙ୍କୁ ଅଶେଷ ,ଅଶେଷ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏♥️all subscribers ।।



Subscribers
3.2K
Subscriptions
Recent Activity  
shreema channel 🙏🪔 ପବିତ୍ର #ଦୀପାବଳିର ଅନେକ ଅନେକ ଶୁଭେଚ୍ଛା 🪔🙏 ଆଲୋକର ପର୍ବ ଦୀପାବଳି ଆମ ଜୀବନରେ #ନୂଆ #ଆଶା, ନୂଆ ଖୁସି ଓ ସମୃଦ୍ଧିର ବାର୍ତ୍ତା ନେଇ ଆସୁ। ଦୀପାବଳି କେବଳ ଦୀପ ଜଳାଇବାର ପର୍ବ ନୁହେଁ, ଏହା ଅନ୍ଧକାର ଉପରେ ଆଲୋକର, ଅଜ୍ଞାନ ଉପରେ ଜ୍ଞାନର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ମୋର ଏତିକି ପ୍ରାର୍ଥନା, ସମସ୍ତଙ୍କ ଜୀବନରୁ ଦୁଃଖ ଓ ଅଶାନ୍ତି ଦୂର ହେଉ। ପ୍ରତ୍ୟେକ ଘରେ ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧିର ଆଲୋକ ଜଳିଉଠୁ। 🌺 ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ 🙏❤️ (2 weeks ago)
 
 
shreema channel 🙏 Jay shree Jagannath good morning all friends ✨🩷✨🤗🤗 (1 month ago)
 
 
shreema channel (2 months ago)
 
 
shreema channel (2 months ago)
 
 
Friends
Channel Comments
Miss-Queen-Sony (3 weeks ago)
ଆମ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଲା ପଖାଳ ଆହା କି ସୁନ୍ଦର ଲାଗେ ଆଜି ର ଭିଡିଓ ଟି ବହୁତ ସୁନ୍ଦର ଥିଲା ଦିଦି ଜୟ ଶ୍ରୀ ଜଗନ୍ନାଥ
sumibehera8262 (2 weeks ago)
Mo priyo khadyo ️️️ nice volg didi
sivaprasadjena2407 (3 weeks ago)
ସୁନ୍ଦର କବିତା
sivaprasadjena2407 (3 weeks ago)
Like done 15
Geeta_motivation_odia (3 weeks ago)
Bahut sundar kabita didi bahut bhala lagila
Geeta_motivation_odia (3 weeks ago)
ଆମେ ଓଡ଼ିଆ ଭାରି ବଢିଆ ଓଡ଼ିଆଙ୍କ ପ୍ରିୟ ପଖାଳ କଂସା ମତେ ବି ବହୁତ ଭଲ ଲାଗେ ପଖାଳ ଦିଦି
creatorAbhilipsa (3 weeks ago)
Ama odia bhari badha️aau pakhala bhi bhari badia
kalendrijena5915 (3 weeks ago)
Mast super
AMvlog-p9n (3 weeks ago)
Full watch
SabitaSathua008 (3 weeks ago)
ଜୟ ଶ୍ରୀ ଜଗନ୍ନାଥ ଶୁଭ ସକାଳ
sivaprasadjena2407 (3 weeks ago)
ଜୟ ଶ୍ରୀ ଜଗନ୍ନାଥ
Sunitaodiavlog-e3d (3 weeks ago)
MamataGiri-s6 (3 weeks ago)
Nice
JharsugudaNoni (3 weeks ago)
Bahut sundar
dailylifewithlaxmii (3 weeks ago)
ଜୟ ଜଗନ୍ନାଥ ଦିଦି ️
subhadrasahoo7817 (3 weeks ago)
Bahut sundar kavita️Jay shree Jagannath 🏿pakhala khaeba ta bahut santi
Sunitaodiavlog-e3d (3 weeks ago)
Mate bi pakhala bahut badhiya Lage
gayatrigouda5798 (3 weeks ago)
Kabita ta bahut bhala heichhi
ganjamkitchenodiavlog (3 weeks ago)
Good afternoon didi