Vinya Ame Odiani
Vinya Ame Odiani's Channel
 
 
 
Crafts
Festival
Dress Making
Recipes
 
Odisha Famous Tala Kakara Recipe
200
 
Crafts
Festival
Dress Making
Recipes
 
Vinya Ame Odiani
Your channel viewers will see links here, including "subscribe" and "add as friend".
Profile
 
Name
Vinya Ame Odiani
Description
VINYA AME ODIANI ର ଉପସ୍ଥାପିକା, ଆମେ ଜଣେ ଜଣେ ଓଡିଆଘରର ବୋହୂ (ଗୋଟିଏ ପରିବାରର ଝିଅ ବୋହୁ)। ଜୀବନ ଜୀବିକା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଆମର ରହଣୀ । ଭିନ୍ନ ଭିନ୍ନ ଭାଷାର,ସଂସ୍କୃତିର ଝିଅବୋହୁଙ୍କ ସହ ଆମର ବନ୍ଧୁତ୍ବ । ଠାକୁର ସେବା, ଓଷାବାର ବ୍ରତ ପାଳନର ଝଲକ,ଠାକୁରଙ୍କ ପୋଷାକ ତିଆରି ଆମର ଉପସ୍ଥାପନା ଆମର ଲକ୍ଷ୍ୟ ।ଦେଶୀ ବିଦେଶୀ ,ସହରି ଗାଉଁଲି ଖାଦ୍ୟ ପ୍ରସ୍ତୁତି କରି ଆପଣମାନଙ୍କୁ ଜଣାଇବା ଆମର ନିଶା । ସ୍ଥାନୀୟ ସାମଗ୍ରୀକୁ ଭିନ୍ନ ଭିନ୍ନ ଶୈଳୀରେ ପ୍ରସ୍ତୁତ ଖାଦ୍ୟ, କିନ୍ତୁ ଉପସ୍ଥାପନା ଓଡିଆରେ । ଆମ ଓଡିଆଙ୍କ ଚଳଣୀ, ପଡୋଶୀ ରାଜ୍ଯର ତଥା ବିଦେଶ ଚଳଣୀରେ ସମନ୍ବୟ ଆଣି କାର୍ଯ୍ୟ କରିବା ଆମର ଲକ୍ଷ୍ୟ ।ଏଇତ "ଭିନ୍ନ ଆମେ ଓଡିଆଣୀ"ର ବିଶେଷତ୍ୱ।
ଅନୁରୋଧ ଆପଣମାନେ ନିୟମିତ ଆମ ଚାନେଲର ପ୍ରତ୍ୟେକ ଏପିସୋଡ ଦେଖନ୍ତୁ, subscribe , like ଓ share କରି ଆମକୁ ଉତ୍ସାହିତ କରନ୍ତୁ। ସେହି ଅନୁଯାୟୀ ଖାଦ୍ୟ ଓ ପୋଷାକ ପ୍ରସ୍ତୁତ କରନ୍ତୁ। ଲୁପ୍ତପ୍ରାୟ ଓଡ଼ିଆ ଓଷାବାର ବ୍ରତର ଧାର୍ମିକ ଦିଗକୁ ଉପଲବ୍ଧି କରି କାର୍ଯ୍ୟ କରନ୍ତୁ ।ମତ ରଖନ୍ତୁ ।ତେବେ ଯାଇ ଆମ ଶ୍ରମ ସାର୍ଥକ ହେବ ।ଜୟ ଜଗନ୍ନାଥ ।ଜୟ ଉତ୍କଳ ଜନନୀ ।।


Subscribers
4.69K
Subscriptions
Recent Activity  
Vinya Ame Odiani କେଉଁ ମାଛ ସାମୁଦ୍ରିକ ମାଛ ? (18 hours ago)
Vote on a poll:
ଭାକୁଡ
Click to vote
ଚିତଳ
Click to vote
ରୋହି
Click to vote
ଇଲିସି
Click to vote
 
 
Vinya Ame Odiani କାର୍ତ୍ତିକ ପୂର୍ଣ୍ଣିମା ଦିନ କେଉଁ ପାରମ୍ପରିକ କାର୍ଯ୍ୟଟି କରାଯାଇଥାଏ ? (1 day ago)
Vote on a poll:
ବଡବଡୁଆ ଡକା
Click to vote
ବାଲୁକା ଓଷା
Click to vote
ଡଙ୍ଗିଭଷା
Click to vote
ଝୋଟି ଚିତା ପକାଇବା
Click to vote
 
 
Vinya Ame Odiani କେଉଁ ଶୈବ ପୀଠରେ କାର୍ତ୍ତିକ ମାସ ବଡ଼ଓଷା ଖୁବ ଧୁମଧାମରେ ପାଳିତ ହୁଏ ? (2 days ago)
Vote on a poll:
ଲୋକନାଥେଶ୍ବର ,ପୁରୀ
Click to vote
ଧବଳେଶ୍ଵର,କଟକ
Click to vote
ଲିଙ୍ଗରାଜ ମନ୍ଦିର, ଭୁବନେଶ୍ୱର
Click to vote
ଚନ୍ଦ୍ରଶେଖର, କପିଳାସ ଢେଙ୍କାନାଳ
Click to vote
 
 
Vinya Ame Odiani ଓଡ଼ିଆର ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ର ନାୟିକା କିଏ ଥିଲେ? (3 days ago)
Vote on a poll:
ମହାଶ୍ୱେତା ରାୟ
Click to vote
ଝରଣା ଦାସ
Click to vote
ବନଜା ମହାନ୍ତି
Click to vote
ଅପରାଜିତା ମହାନ୍ତି
Click to vote
 
 
Friends
Channel Comments
itibratprusty9971 (1 month ago)
Desi market
PreetiPrusty-x3s (1 month ago)
Fresh vegetables
swagatikasahu254 (1 month ago)
Good information
dr.surendranathdash8861 (2 weeks ago)
Really interesting and informative
prasantbisoi1781 (1 month ago)
Nice coverage
madanmohanprusty364 (1 month ago)
ଖୁବ୍ ସୁନ୍ଦର ବିଭିନ୍ନ ପ୍ରକାରର ପରିବା ବଜାର
subhad-q7g (1 month ago)
Kalama saga aau Bamboo shoot Berhampur side re karida kuhanti.
smrutiranjan3910 (2 weeks ago)
ଯେଉଁ ଜିନିଶ ର ନାମ ଜାଣିଛ ନେଇ ନିୟ
RajlaxmiMohanty-kz5wo (4 weeks ago)
Hi didi mu bi mo husband nka saha banglore re rahuchi.... electronic city
smrutiranjan3910 (2 weeks ago)
ସବୁ କିଛି ମିଳୁଛି Hoskota ରେ
maminapanda7625 (2 weeks ago)
Baunsa wala tah karadi western odisha re khanti bohut
sarattripathy3668 (1 month ago)
kindly name the place and also vegetable rate.
bangalorerecipes (1 month ago)
Aapana kauthi rahu chanti .mu b Bangalore airport road re rahuchi.
niswan7657 (1 month ago)
Kauthi miluchi
monalisadalai2478 (1 month ago)
Kou market.kou jaga
lopamudrapatra3716 (1 month ago)
Kau place?
ayaskanta100 (1 month ago)
Na ta taste na ta daam kichi match karuni ...se khali dekha jaye semiti