golden stotra
golden stotra's Channel
 
 
 
golden stotra
Your channel viewers will see links here, including "subscribe" and "add as friend".
Profile
 
Name
golden stotra
Description
ଏହା ମାତ୍ର ଗୋଟିଏ YouTube Channel ନୁହେଁ... ଏହା ହେଉଛି ଭକ୍ତି, ଶ୍ରଦ୍ଧା ଏବଂ ପ୍ରଭୁ ଙ୍କ ପ୍ରେମର ଏକ ପବିତ୍ର ସ୍ଥାନ । ଏଠାରେ ଆପଣ ପ୍ରତିଦିନ ସୁଣିପାରିବେ ହୃଦୟକୁ ସ୍ପର୍ଶ କରୁଥିବା ସୁନ୍ଦର ସୁନ୍ଦର ଭଜନ, ସ୍ତୋତ୍ର,ଭକ୍ତିମୟ ଗୀତ ଏବଂ ଆତ୍ମାକୁ ଶାନ୍ତି ଦେଇଥିବା ସଙ୍ଗୀତ।

ଆମର ପ୍ରତ୍ୟେକ ଭିଡିଓରେ ରହିଛି ଭକ୍ତିର ଭାବ, ଭରସାର ଅନୁଭୂତି ଏବଂ ପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରିବାର ଶାନ୍ତି। ଯେତେବେଳେ ଜୀବନରେ କ୍ଲାନ୍ତି ଲାଗେ, ଏହି ଭଜନ ଆପଣଙ୍କୁ ଶାନ୍ତି ଦେବ, ପ୍ରଭୁଙ୍କ ନାମ ଆପଣଙ୍କୁ ଶକ୍ତି ଦେ ଦେବ l ପ୍ରତିଦିନ ନୂତନ ଭକ୍ତିମୟ ସଙ୍ଗୀତ ହୃଦୟ ସ୍ପର୍ଶୀ devotional video ଭକ୍ତିରେ ଭରିଥିବା ଥୂବା ଶାନ୍ତି ଏବଂ ପବିତ୍ର ମାହୋଲ ଆମର ଛୋଟ ଚେଷ୍ଟା , ପ୍ରଭୁଙ୍କ ନାମକୁ ଘରେ ଘରେ ପ‌ହଞ୍ଚାଇବା ଏବଂ ସମସ୍ତଙ୍କ ମନରେ ଭକ୍ତି ଜାଗ୍ରତ କରିବା ଆମର ଲକ୍ଷ୍ୟ,

ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ

#goldenstotra #OdiaBhajan#Odia Devotional
#JagannathBhajan #KrishnaBhajan #SambalpuriBhajan #Bhajan #Odia DJ Song
#Devotional Songs #Jagannath #Krishna #Mahadev
Subscribers
2.97K
Subscriptions
Recent Activity  
golden stotra (4 months ago)
 
 
Friends
Channel Comments
Jagatraj07318 (1 month ago)
ଓଁ ଗଣେଶ ନମଃ
ramajuadi (2 months ago)
ଓଁ ଗଣେଶୟ ନମଃ
PriyaranjanPradhan-o8v2o (2 months ago)
ଜୟ ଗଣେଶ
sagarmalik2983 (1 month ago)
Jai ganesh
ARCREASTION (2 months ago)
ଗଣଶେ ନମ ନମ
NilakanthaSahoo-q5v (2 months ago)
ARCREASTION (1 month ago)
Thanks!
manojkumarojha3848 (2 months ago)
PAPUNi
BABULAKHILLO-o8e (2 months ago)
BabulaDj Dj
ARCREASTION (2 months ago)
NilakanthaSahoo-q5v (2 months ago)
Anjalidehury-y2m (2 months ago)
0:28
Easycookingandtips (2 months ago)
Good night
rasmitamohanty3769 (2 months ago)
Dj dj dj
BABULAKHILLO-o8e (2 months ago)
Babula DJ
SujataMohanty-z7b (2 months ago)
Superb DJ
sanjibmohanty8421 (2 months ago)
MadhabaDas-i7i (2 months ago)
Jay ho
SipunMohanty-c2q (2 months ago)
Madi chala
Jagatraj07318 (2 months ago)
Jay Shree Ganesh